ବଜ୍ରାଘାତରେ ୨ ଜଣ ବ୍ୟକ୍ତିଙ୍କ ମୃତ୍ୟୁ

ଝାରସୁଗୁଡ଼ା ଜିଲ୍ଲା ବଞ୍ଜାରୀ ଆସ୍‌ପଣ୍ଡ ନିକଟରେ କାମ କରୁଥିବା ବେଳେ ବଜ୍ରାଘାତ ଘଟିଛି।

ହସ୍ପିଟାଲ୍‌ରେ ୨ ଯୁବକଙ୍କୁ ମୃତ ଘୋଷଣା କଲେ ଡାକ୍ତର।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes