ବଜ୍ରାଘାତରେ ଜଣେ ଚାଷୀଙ୍କ ମୃତ୍ଯୁ

ମୃତକ ଚାଷୀ ଜଣକ ହେଉଛନ୍ତି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଳକ ନିରାକାରପୁର ଥାନା ନୂଆଗଡ ପଂଚାୟତ ହରିପୁରପାଟଣାର ଜଳନ୍ଧର ସାମନ୍ତରାୟ (୭୩)।

ଆଜି ପୂର୍ବାହ୍ନରେ ଜଳନ୍ଧର ନିଜ ଚାଷଜମିରେ କାର୍ଯ୍ୟ କରୁଥିବା ବେଳେ ଘଟିଛି ଅଘଟଣ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes