ବଜ୍ରାଘାତରେ ଚାରି ମୃତ, ଦୁଇ ଗୁରୁତର

ନୂଆପଡା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ମଲ୍ଲୀକାମୁଣ୍ଡା ଗ୍ରାମରେ ଆଜି କେତେକ ଲୋକ ଘର ଆଜବେଷ୍ଟସ କାମ କରୁଥିବା ବେଳେ ବଜ୍ରପାତ ହେବାରୁ ଚାରିଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି l

ବଜ୍ରପାତରେ ଆହତ ହୋଇଥିବା ଜଣେ ମହିଳାଙ୍କ ସମେତ ଦୁଇ ଜଣଙ୍କୁ କୋମନା ହସ୍ପିଟାଲରେ ଭର୍ତ୍ତି କରାଯାଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes