ବଜ୍ରପାତ ରେ ୩ ବଳଦ ମୃତ:ପାଟଣା ଅଞ୍ଚଳରେ କୁଆ ପଥର ବୃଷ୍ଟିପାତ

କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଏରେଣ୍ଡେଇ ପଞ୍ଚାୟତ ପୁରୁଣାପଣି ଗ୍ରାମରେ ଶୁକ୍ରବାର ବଜ୍ରପାତରେ ୩ ଟି ବଳଦଙ୍କ ମୃତ୍ୟୁ ଘଟିଛି।

ଗାଁ ର ଠାକୁରାଣୀ ଶାଳରେ ବଳଦ ଚରୁ ଥିବା ବେଳେ ଗ୍ରାମର ଫୁଲ ମାଝିର ୧ ବଳଦ ଓ ସାନ ପାଣ୍ଡୁ ମାଝୀଙ୍କର ଦୁଇଟି ବଦଳଙ୍କର ମୃତ୍ୟୁ ଘଟିଛି। ପାଟଣା ଅଞ୍ଚଳରେ ପ୍ରବଳ ଘଡ଼ ଘଡି ସହ କୁଆ ପଥର ବୃଷ୍ଟିପାତ ହୋଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes