ବଜ୍ରପାତରେ ୫ ଗାଈ ଗୋରୁ ମୃତ

କେନ୍ଦୁଝର ଜିଲା ସାହାରପଡ଼ା ବ୍ଲକ ଅନ୍ତର୍ଗତ ଉଦୟପୁର ଅଞ୍ଚଳରେ ଶନିବାର ସନ୍ଧ୍ୟାରେ କାଳ ବୈଶାଖୀ ଜନିତ ବୃଷ୍ଟି ପାତ ଓ ବଜ୍ରପାତହୋଇଛି। ଉଦୟପୁର ଗୋବିନ୍ଦପୁର ସାହି ପାଖରେ ଥିବା ବରଗଛ ମୂଳରେ ବଳଦ,ଗାଇ ବାଛୁରୀ ଖାଦ୍ୟ ଖାଉଥିବା ସମୟରେ ହଠାତ୍ ବଜ୍ରାଘାତରେ ଗୋବିନ୍ଦପୁର ସାହି୫ ଗୋରୁ ଙ୍କ ପ୍ରାଣ ହାନି ଘଟିଛି।

ମୃତ ଗୋରୁ ମଧ୍ୟରେ କରୁଣା କର ମହାନ୍ତ ୧ ବଳଦ ,ଭରତ ଚନ୍ଦ୍ର ମହାନ୍ତ ୧ ବଳଦ, ରଘୁନାଥ ମହାନ୍ତ ଙ୍କ ୧ ଗାଇ ଓ ବାଛୁରୀ ସମେତ ବୈକୁଣ୍ଠ ମହାନ୍ତ ଙ୍କ ୧ ଛଡ଼ାଙ୍କ ମୃତ୍ୟୁ ଘଟିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes