ବଜ୍ରପାତରେ ଦୁଇ ମୃତ, ଗଛ ପଡି ମହିଳା ଆହତ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରର ମାକୁକାଟେଣୀ ଓ ଚକାପାଳ ଗ୍ରାମରେ ଆଜି ସନ୍ଧ୍ୟାରେ କାଳବୈଶାଖୀ ବର୍ଷା ସମୟରେ ବଜ୍ରପାତ ହୋଇ ଦୁଇଜଣ ବ୍ୟକ୍ତି ପ୍ରାଣ ହରାଇଥିବା ବେଳେ ଗଛ ପଡି ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes