ଆଉ ୨ଟି ନୂଆ ସରକାରୀ ଇଞ୍ଜିନିୟରିଂ କଲେଜ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ପାରାଦୀପ ଓ ବଲାଙ୍ଗିରରେ ନିର୍ମାଣ ହେବ ଇଞ୍ଜନିୟରିଂ କଲେଜ। ଉତ୍କର୍ଷ ITI ଯୋଜନା ପାଇଁ ୫୦୦ କୋଟି ବ୍ୟୟବରାଦ ହୋଇଛି।
Credible Local News of Odisha