ବଜରଙ୍ଗ ଦଳ ପକ୍ଷରୁ ରେମୁଣା ସହରରେ ବନ୍ଦ ପାଳନ

ଜଣେ ଆକ୍ରମଣକାରୀକୁ ଗିରଫ କରିବା ଦାବିରେ ବଜରଙ୍ଗ କର୍ମୀ ଆଜି ବାଲେଶ୍ଵର ଜିଲ୍ଲା ରେମୁଣା ସହରର ରାସ୍ତାରେ ଟାୟାର ଜାଳିବା ସହ ଦୋକାନ ବଜାର ଓ ଗାଡ଼ିମୋଟର ବନ୍ଦ କରିଛନ୍ତି।

ଶାନ୍ତିଶୃଙ୍ଖଳା ପାଇଁ ବଜାରରେ ୨ ପ୍ଲାଟୁନ ପୁଲିସ ମୁତୟନ ହୋଇଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes