ବଘିଆପଡା ସେବା ସମବାୟ ସମିତିର ସଭାପତି ଭାବେ ରୋହିତ ପଧାନ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ

ବୌଦ୍ଧ ଜିଲ୍ଲା ବଘିଆପଡା ସେବା ସମବାୟ ସମିତି ସଭାପତି ଭାବେ ରୋହିତ ପଧାନ ଆଜି ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes