ବକେୟା ଭୂରାଜସ୍ବ ଓ ଜଳକର ଆଦାୟ ନିର୍ଦ୍ଦେଶ

ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ବକେୟା ଭୂରାଜସ୍ବ ଓ ଜଳକର ଆଦାୟ ନେଇ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅରବିନ୍ଦ ପାଢ଼ୀ।

ଚଳିତ ବର୍ଷ ୯୮୦ କୋଟି ଟଙ୍କା ଭୂରାଜସ୍ବ ଓ ୨୫.୩୨ କୋଟି ଜଳକର ବାକି ରହିଛି। ଆଗରୁ ବାକିଥିବା ଭୂରାଜସ୍ବ ଓ ଜଳକର ଆଦାୟ ପାଇଁ ନିର୍ଦ୍ଦେଶ ରହିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes