ବକଟି ପଞ୍ଚାୟତ କାର୍ଯ୍ୟାଳୟରେ ରାସନକାର୍ଡଧାରୀଙ୍କୁ ସହାୟତା ରାଶି ପ୍ରଦାନ ଲ

ଆଜି ଅପରାହ୍ନ ୨ଟାରେ ବରଗଡ ଜିଲ୍ଲା ଭେଡେନ ବ୍ଲକ ଅଧିନ ବକଟି ପଞ୍ଚାୟତ କାର୍ଯ୍ୟାଳୟରେ ରାସନକାର୍ଡଧାରୀଙ୍କୁ ସହାୟତା ରାଶି ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବେ ଅତାବିରା ବିଧାୟିକା ତଥା ରାଜ୍ଯ ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ଶ୍ରୀମତୀ ସ୍ନେହାଗିଂନୀ ଛୁରିଆ ଯୋଗଦାନ କରି ରାସନକାର୍ଡଧାରୀଙ୍କୁ ଏକ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରିଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes