ଫ୍ୟାମିଲି କୋର୍ଟରେ ବିଷ ପିଇଦେଲେ ମହିଳା ଓକିଲ

ବାଲେଶ୍ୱର ଫ୍ୟାମିଲି କୋର୍ଟରେ ଆଜି ଏକ ଛାଡ଼ପତ୍ର ମାମଲାର ଜେରା ବେଳେ ଜନୈକା ମହିଳା ଓକିଲ ଜଜଙ୍କ ସମ୍ମୁଖରେ ବିଷ ପିଇ ଦେଇଥିଲେ l ତାଙ୍କୁ ସାଥୀ ଓକିଲ ମାନେ ବାଲେଶ୍ୱର ହସ୍ପିଟାଲରେ ଭର୍ତ୍ତି କରିଛନ୍ତି l

ଦୀର୍ଘ ଦିନ ଧରି ଛାଡ଼ପତ୍ର ମାମଲା ଚାଲିଥିବାରୁ ବୀତସ୍ପୃହ ହୋଇ ସେ ବିଷ ପିଇଥିବା ଜଣାପଡିଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes