ଫ୍ଲାଇ ଓଭର କାର୍ଯ୍ୟର ସମୀକ୍ଷା କଲେ ଜିଲ୍ଲାପାଳ

କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେ ଯୋଡ଼ା ଖଣି ଅଞ୍ଚଳ ସ୍ଥିତ ନିର୍ମାଣଧୀନ ଫ୍ଲାଇ ଓଭର କାର୍ଯ୍ୟର ସମୀକ୍ଷା କରିଛନ୍ତି I

ଯୋଡ଼ା ଫ୍ଲାଇ ଓଭରର ବିଭିନ୍ନ କାର୍ଯ୍ୟ ସଂପୂର୍ଣ୍ଣ ହୋଇଥିବା ବେଳେ ଅନ୍ୟ କାର୍ଯ୍ୟ ଗୁଡିକୁ ତ୍ୱରାନ୍ୱିତ କରିବା ପାଇଁ ଜିଲ୍ଲାପାଳ ଉପସ୍ଥିତ ଅଧିକାରୀଙ୍କୁ ଆଦେଶ ଦେଇଥିଲେ I

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes