ଫେରିଲେ ଟନେଲରୁ ଉଦ୍ଧାର ୪ ଓଡ଼ିଆ ଶ୍ରମିକ

ଆଜି ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି ୪ ଶ୍ରମିକ। ସ୍ବାସ୍ଥ୍ୟ ଭଲ ନଥିବାରୁ ତପନ ମଣ୍ଡଳ ଆସିନାହାନ୍ତି। ସେ ନିଜ ଭାଇ ସହ ପରେ ଆସି ପହଞ୍ଚିବେ ନେଇ ସୂଚନା ମିଳିଛି।

ଏମାନେ ଉତ୍ତରକାଶୀ ସୁଡ଼ଙ୍ଗରେ ୧୭ଦିନ ହେବ ଫସି ରହିଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes