ଫେକ୍‌ ସାର୍ଟିଫିକେଟ୍ ପାଇଁ ଅଧ୍ୟାପକ ଚାକିରିରୁ ବହିଷ୍କୃତ

ଜଗତସିଂହପୁର ଜିଲ୍ଲା ବାଲିକୁଦା କଲେଜ ବାଣିଜ୍ୟ ଅଧ୍ୟାପକ ସନ୍ତୋଷ ଶତପଥୀ ଫେକ୍‌ Mcom ସାର୍ଟିଫିକେଟ ଦେଇ ଚାକିରି କରିଥିବାରୁ ବହିଷ୍କୃତ ହୋଇଛନ୍ତି।

ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଅନୁଧ୍ୟାନ କରି ରିପୋର୍ଟ ଦେବା ପରେ ତାଙ୍କୁ ବହିଷ୍କୃତ କରାଯାଇଛି। ସେ ୨୦୧୮ରୁ ନିଯୁକ୍ତି ପାଇଥିଲେ, ନେଇଥିବା ଦରମା ଫେରାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ କଲେଜ ପ୍ରିନ୍ସପାଲଙ୍କୁ ଚିଠି ଲେଖିଛନ୍ତି ଉପଜିଲ୍ଲାପାଳ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes