ଫେକ୍ ଏନକାଉଣ୍ଟର ଅଭିଯୋଗ ଘଟଣାରେ ସାଧାରଣ ଲୋକର ମୃତ୍ୟୁକୁ ନେଇ ଉତ୍ତେଜନା

କୋରାପୁଟ ଜିଲ୍ଲା ମାଳିଗୁଡ଼ା ଜଙ୍ଗଲରେ ଫେକ୍ ଏନକାଉଣ୍ଟର ଅଭିଯୋଗ ଘଟଣାରେ ଜଣେ ସାଧାରଣ ଲୋକର ମୃତ୍ୟୁକୁ ନେଇ ଗତକାଲି କଟାମେଟାରେ ଏନ୍ଏଚ ଅବରୋଧ କରି ପ୍ରତିବାଦ କରିଥିଲେ ଲୋକେ।

ଆଜି ପୁନର୍ବାର ଏନ୍ଏଚ ଅବରୋଧ ଯୋଜନା ବେଳେ ପୁଲିସ ୧୫ ଜଣଙ୍କୁ ଉଠାଇ ନେଇ ଅଟକ ରଖିବାରୁ ପୁଣି ଉତ୍ତେଜନା ଦେଖାଦେଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version