ଫୁଳଚରାରେ ୭୫ ତମ ସାଧାରଣତନ୍ତ୍ର ଦିବସ ପାଳିତ

ସୋନପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ବାଗବର ପଞ୍ଚାୟତ ଅନ୍ତର୍ଗତ ଫୁଲଚରା ସ୍ଥିତ ଅଙ୍ଗନୱାଡ଼ି-୧ ରେ ୭୫ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି।

ଏଥିରେ ଅଙ୍ଗନୱାଡ଼ି କର୍ମୀ ମିନାକ୍ଷୀ ଷଡ଼ଙ୍ଗୀ ପତାକା ଉତ୍ତୋଳନ କରିଥିଲେ।‌

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes