ଗତକାଲି ଚୋରି ମାମଲାରେ କୋର୍ଟ ଚାଲାଣ ପରେ ଜେଲ୍ ଯାଇଥିଲେ।ପୋଲିସ ପିଟିପିଟି ହତ୍ୟା କରିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି।ଏନେଇ କନ୍ଧମାଳ ଏସ୍ପିଙ୍କ ଦ୍ୱାରସ୍ଥ ହେଲେ ପରିବାର ଲୋକ। ମୃତକ ଫୁଲବାଣୀ ଥାନା ପେଞ୍ଜିସାହିର ହୋଇଥିବା ସୂଚନା ମିଳିଛି।
Credible Local News of Odisha