ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ନୂଆସାହି ଭରଡ଼ା ଛକରୁ ଜବତ କଲା NCB। କେନ୍ଦୁଝରରୁ ବାରିପଦା ଅଭିମୁଖେ ଯାଉଥିବା ଫୁଲକୋବି ଭର୍ତ୍ତି ଗାଡ଼ିରୁ ଉଦ୍ଧାର ହୋଇଥିଲା ଗଞ୍ଜେଇ।
Credible Local News of Odisha