ଫୁଟବଲ ମ୍ୟାଚ ଚାଲିଥିବା ବେଳେ ଖେଳପଡ଼ିଆରେ ବଜ୍ରପାତ, ଜଣେ ମୃତ

ମୟୁରଭଞ୍ଜ ଜିଲ୍ଲା ଲକ୍ଷ୍ମୀପୋଷୀ ସ୍ଥିତ ରାଜାବସା ପଡ଼ିଆରେ ଫୁଟବଲ ମ୍ୟାଚ ଚାଲିଥିବା ବେଳେ ବଜ୍ରପାତ ହେବାରୁ ଜଣଙ୍କର ମୃତ୍ୟୁ ଘଟିଛି ଓ ଅନ୍ୟ ୩ ଜଣ ଗୁରୁତର ଅଛନ୍ତି।

ଗୁରୁତରଙ୍କୁ ପିଆରଏମ ମେଡିକାଲରେ ଭର୍ତ୍ତି କରାଯାଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes