ଫୁଟବଲ ଖେଳାଳି ଉତ୍କଳମଣି ଏବେ ସଫଳ କୁକୁଡ଼ା ଚାଷୀ

କରଞ୍ଜିଆ ବ୍ଲକ ସାରଙ୍ଗଗଡ଼ ଗାଁର ଜଣାଶୁଣା ଫୁଟବଲ ଖେଳାଳି ଉତ୍କଳମଣି ବେହେରା ଖେଳ ତାଙ୍କର ପରିବାର ପୋଷଣ ପାଇଁ ଯଥେଷ୍ଟ ନଥିବାରୁ ସେ କୁକୁଡ଼ା ଚାଷ କରି ଅନ୍ୟ ମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ।

ପ୍ରଥମେ ସେ ଦେଶୀ କୁକୁଡ଼ା ପାଳିବା ଆରମ୍ଭ କଲେ ଓ ପରେ ବାହାରୁ କୁକୁଡ଼ା ଚିଆଁ କିଣି ଆଧୁନିକ ପ୍ରଣାଳୀରେ କୁକୁଡ଼ା ଚାଷ କରି ସଫଳ ହୋଇପାରିଛନ୍ତି ।ବର୍ତ୍ତମାନ ତାଙ୍କ ଫାର୍ମରେ ଏକ ହଜାର କୁକୁଡ଼ା ରଖି ଅଣ୍ଡା ବିକ୍ରି କରୁଛନ୍ତି ।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version