ଫାଇଲେରିଆ ରୋଗୀଙ୍କ ଚିକିତ୍ସା ପାଇଁ ପଶ୍ଚିମ ଓଡିଶା ଯୁବା ମଞ୍ଚ ସଂଗଠନର ଉଦ୍ୟମ

ବଲାଙ୍ଗିର ଜିଲ୍ଲା ଟିଟଲାଗଡ଼ର ୱାର୍ଡ଼ ନମ୍ବର ୧୨ରେ ରହୁଥିବା ୭୬ ବର୍ଷୀୟ ପର୍ଶୁରାମ ହାତୀ ଦୀର୍ଘ ୧୦ ବର୍ଷ ହେବ ଫାଇଲେରିଆ ରୋଗରେ ଆକ୍ରାନ୍ତ ଅଛନ୍ତି।

ରୋଗ ଆଣ୍ଠୁ ପର୍ଯ୍ୟନ୍ତ ମାଡି ଆସିଥିବା ବେଳେ ଯେତେ ଔଷଧ କଲେ ମଧ୍ୟ କିଛି ଫଳ ମିଳି ନାହିଁ। ତେଣୁ ଉନ୍ନତ ଚିକିତ୍ସା ଓ କୂତ୍ରିମ ଗୋଡ ଲଗାଯିବା ନିମନ୍ତେ ଚେଷ୍ଟା କରିବେ ବୋଲି ପଶ୍ଚିମ ଓଡିଶା ଯୁବା ମଞ୍ଚ ସଂଗଠନର କର୍ମକର୍ତ୍ତା ଡାକ୍ତରଙ୍କ ସଙ୍ଗେ କଥାବାର୍ତ୍ତା ହୋଇଛୁ ବୋଲି କହିଛନ୍ତି I

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes