ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ୱାର୍ଲ୍ଡ ଆଥଲେଟିକ୍ସ କଣ୍ଟିନେଣ୍ଟାଲ୍ ଆରମ୍ଭ ହୋଇଥିବା ବେଳେ ୧୦୦ ମିଟର ପୁରୁଷ ବର୍ଗ ଫାଇନାଲ୍କୁ ଗଲେ ଲାଲୁ ଭୋଇ ଏବଂ ମହିଳା ୧୦୦ ମିଟର ବର୍ଗ ଫାଇନାଲ୍କୁ ଗଲେ ଶ୍ରାବଣୀ ନନ୍ଦ।
୨୦୦ ମିଟର ପୁରୁଷ ବର୍ଗ ଫାଇନାଲରେ ଯାଇଛନ୍ତି ଅନିମେଶ୍ କୁଜୁର୍।
Credible Local News of Odisha