ଫାଇନାନ୍ସ କର୍ମଚାରୀଙ୍କ ଠାରୁ ଲକ୍ଷେ ଟଙ୍କା ଲୁଟ୍‌

ଖୋର୍ଦ୍ଧା ନିରାକାରପୁର ଥାନା ଅନ୍ତର୍ଗତ ଖଜୁରିପଡା ଗାଁ ନିକଟରେ ଭାରତ ଫାଇନାନ୍ସ କର୍ମଚାରୀ ଗୋପବନ୍ଧୁ ସାହୁଙ୍କୁ ମାରଣାସ୍ତ୍ର ଦେଖାଇ ମାଡ ମାରି ଏକ ଲକ୍ଷ ୧୨ ହଜାର ଟଙ୍କା ଲୁଟି ନେଇଛନ୍ତି ଲୁଟେରା ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes