‘ଫଳପ୍ରଦ ଭାବ ବିନିମୟ’ ସମ୍ବନ୍ଧରେ ଆଲୋଚନାଚକ୍ର

ଆଜି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବାଳକ ଉଚ୍ଚ ବିଦ୍ୟାଳୟରେ ‘ଫଳପ୍ରଦ ଭାବ ବିନିମୟ’ ସମ୍ବନ୍ଧରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି ।

ଏଥିରେ ସୁରଥ କୁମାର ମିଶ୍ର ବକ୍ତା ଭାବେ ଯୋଗ ଦେଇ ଥିବାବେଳେ ପ୍ରଧାନ ଶିକ୍ଷକ ନିରଞ୍ଜନ ଦାଶ ପୋରୋହିତ୍ୟ କରିଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version