ଫରେଷ୍ଟର ଭାଗବତ ଭୂଷଣ ବେହେରାଙ୍କର ଭବାନୀପାଟଣାରେ ୯ ପ୍ଲଟ, ଗୋଟିଏ ୫୩୦୦ ବର୍ଗଫୁଟର ୩ ମହଲା କୋଠା, ଗୋଟିଏ ଟୟୋଟା କ୍ରୁଜର, ୨ ହାର୍ଭେଷ୍ଟ ମେସିନ, ୪ ଟ୍ରାକ୍ଟର, ୧ ବୋଲେରୋ, ଗୋଟିଏ ବାଇକ୍ ସହ ୨୧୦ ଗ୍ରାମର ସୁନା ଠାବ କରିଛି ଭିଜିଲାନ୍ସ।
ବ୍ୟାଙ୍କ ଓ ପୋଷ୍ଟାଲ ଜମା ନେଇ ଭିଜିଲାନ୍ସ ପକ୍ଷରୁ ଯାଞ୍ଚ ଜାରି ରହିଛି। ୨ ହଜାର ମସିହାରେ ୩ ହଜାର ଦରମାରେ ଫରେଷ୍ଟ ଗାର୍ଡ ଚାକିରି ଆରମ୍ଭ କରିଥିଲେ।