ଫରେନ୍ସିକ୍‌କୁ ଗଲା ମୃତ ଜିଲ୍ଲା ପରିଷଦ ସଭ୍ୟଙ୍କ ୨ ମୋବାଇଲ

ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣାରେ ଜବତ ୨ଟି ମୋବାଇଲକୁ ରାଜ୍ୟ ଫରେନ୍ସିକକୁ ପଠାଇଛି ପୁଲିସ।

ଏବେ ପୁଲିସ ସ୍କାନରରେ ଘର ଉପରେ ରହୁଥିବା ରୋଷେୟାଙ୍କ ପରିବାର ରହିଛି। ଉଲ୍ଲେଖଯୋଗ୍ୟ, ଗତକାଲି ଧର୍ମେନ୍ଦ୍ରଙ୍କ ଭୁବନେଶ୍ୱର ଘର ନିକଟ ପ୍ଲଟରୁ ୨ଟି ମୋବାଇଲ୍ ମିଳିଥିଲା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes