ଫଟୋ ସାମ୍ବାଦିକଙ୍କୁ ପୁଲିସର ଆକ୍ରମଣ ଘଟଣାକୁ ଓୟୁଜେର ନିନ୍ଦା

ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ ନିକଟରେ ଗତକାଲି ଜଣେ କର୍ତ୍ତବ୍ୟରତ ଫଟୋ ସାମ୍ବାଦିକଙ୍କୁ ପୁଲିସ ଆକ୍ରମଣ କରିବା ଘଟଣାକୁ ଓୟୁଜେ ପକ୍ଷରୁ ନିନ୍ଦା କରାଯାଇଛି l
ତୁରନ୍ତ ଅଭିଯୁକ୍ତଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନ ହେଲେ ମୁଖ୍ୟମନ୍ତ୍ରୀ ଓ ଡିଜିପିଙ୍କୁ ଫେରାଦ ହେବେ ବୋଲି କହିଛନ୍ତି ଓୟୁଜେ ସଭାପତି ପ୍ରସନ୍ନ ମହାନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version