ଫକୀର ମୋହନ ବିଶ୍ଵବିଦ୍ୟାଳୟରେ ଓଡିଶା ସ୍ବାଭିମାନ ଦିବସ

ବାଲେଶ୍ଵର ଫକୀରମୋହନ ବିଶ୍ବବିଦ୍ୟାଳୟରେ ଓଡିଶା ସ୍ବାଭିମାନ ଦିବସ ସମାରୋହ ୨୦୨୨ ଅନୁଷ୍ଠିତ ହୋଇଛି।

ଏଥିରେ ବିଶ୍ବ ବିଦ୍ୟାଳୟ କୂଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ, କବି କାଳିପଦ ପଣ୍ଡା ଓ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes