ପ୍ରେସର କୁକର୍‌ ଫାଟି ୨ ପାଚିକା ଆହତ

ସ୍କୁଲରେ ମିଡ୍ ଡେ ମିଲ୍ ରୋଷେଇ ବେଳେ ଅଘଟଣ ଘଟିଛି। ପ୍ରେସର କୁକର ଫାଟି ଆଜବେଷ୍ଟସ ଉଡ଼ିଯାଇଥିବା ବେଳେ ୨ ପାଚିକା ଆହତ ହୋଇଛନ୍ତି।

ଗୋବିନ୍ଦ ମାଧବପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅଘଟଣ ଘଟିଥିଲା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes