ପ୍ରେମ ବ୍ୟାପାରକୁ ନେଇ ମରଣାନ୍ତକ ଆକ୍ରମଣ

ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ପାଣ୍ଡରା ଛକ ନିକଟ କିମ୍ଭିରିଆ ବସ୍ତିରେ ଏହି ଘଟଣା ଘଟିଛି।

ଦୁର୍ବୃତ୍ତର ଛୁରୀ ଓ ବ୍ଲେଡ୍‌ ଆକ୍ରମଣରେ ସ୍ୱାମୀ ଗୁରୁତର ହୋଇଥିବା ବେଳେ ସ୍ତ୍ରୀ ଆହତ ହୋଇଛନ୍ତି। ଗତକାଲି ବିଳମ୍ବିତ ରାତିରେ ଆକ୍ରମଣ ହୋଇଛି। ଉଭୟେ ମେଡିକାଲ୍‌ରେ ଭର୍ତ୍ତି ହୋଇଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes