ପ୍ରେମିକାକୁ ଭିଡିଓ କଲ କରି ଆତ୍ମହତ୍ୟା କଲେ ଯୁବକ

ଭୁବନେଶ୍ୱର ଲିଙ୍ଗରାଜ ଥାନା ଅଞ୍ଚଳରେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି।

ମୃତ ଯୁବକ ପେସାରେ ଜଣେ ଡ୍ରାଇଭର ହୋଇଥିବା ଜଣାପଡିଛି।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version