ପ୍ରିନ୍ସିପାଲ ମୋବାଇଲ ନେଇଯିବାରୁ ଛାତ୍ରଙ୍କ ଆତ୍ମହତ୍ୟା ସନ୍ଦେହ

ଖୋର୍ଦ୍ଧା ଟାଉନ ଥାନା ଅଞ୍ଚଳର ଏକ ସ୍କୁଲ ପରିସର ଗଛରୁ ଛାତ୍ରର ମୃତଦେହ ଉଦ୍ଧାର ହୋଇଛି।

ମୃତ ଛାତ୍ର ଜଣକ ହେଲେ ଗଜପତି ଜିଲ୍ଲାର ଦଶମ ଶ୍ରେଣୀର। ୬ଷ୍ଠ ଶ୍ରେଣୀରୁ ଗଜପତିରୁ ଆସି ହଷ୍ଟେଲରେ ରହି ପାଠ ପଢୁଥିଲେ। କାଲି ରାତିରେ ଛାତ୍ରର ମୋବାଇଲ ପ୍ରିନ୍ସିପାଲ ନେଇଯାଇଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes