ଗତ ପଞ୍ଚାୟତ ନିର୍ବାଚନ ବେଳେ ୱାର୍ଡ ମେମ୍ବର, ସରପଞ୍ଚ, ସମିତି ସଭ୍ୟ ଏବଂ ଜିଲ୍ଲା ପରିଷଦ ପଦବି ନିମନ୍ତେ ପ୍ରାର୍ଥୀଙ୍କ ମୃତ୍ୟୁ ଯୋଗୁଁ ଯେଉଁ ସବୁ ସ୍ଥାନରେ ମତଦାନ ସ୍ଥଗିତ ଥିଲା ସେସବୁ ସ୍ଥାନରେ ଆସନ୍ତା ମେ 27 ତାରିଖରେ ଭୋଟ ହେବ ଏବଂ 28 ତାରିଖରେ ଭୋଟ ଗଣତି ହେବ ବୋଲି ନିର୍ବାଚନ କମିଶନଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି l