ପ୍ରାଦେଶିକ ବିଜ୍ଞାନ ମେଳାରେ ପୁରସ୍କୃତ

ଗତ ୬ ଓ ୭ ତାରିଖରେ ଓଡ଼ିଶା ବିଦ୍ୟା ଭାରତୀ ଶିକ୍ଷା ବିକାଶ ସମିତି ଆନୁକୁଲ୍ୟରେ କଟକ ଠାରେ ଅନୁଷ୍ଠିତ ପ୍ରାଦେଶିକ ବିଜ୍ଞାନ ମେଳାରେ ସୁବର୍ଣ୍ଣପୁର ଜିଲ୍ଲା ଅନ୍ତର୍ଗତ ସୁବଳୟା ଶିଶୁ ବିଦ୍ୟା ମନ୍ଦିରର ସପ୍ତମ ଶ୍ରେଣୀ ଛାତ୍ର ଅହିଁରନ୍ତ ପଧାନ ବାଲବର୍ଗରେ ଅଂଶଗ୍ରହଣ କରି ଦ୍ଵିତୀୟ ସ୍ଥାନ ହାସଲ କରିଥିବା ଜଣାଯାଇଛି । ସେ ସ୍ମାର୍ଟ ସ୍କୁଲ ପ୍ରକଳ୍ପ ପ୍ରଦର୍ଶନ କରି ପୁରସ୍କୃତ ହୋଇଥିଲେ । ଏ କଥା ଜଣାପଡ଼ିବା ପରେ ସୁବଳୟା ଶିଶୁ ବିଦ୍ୟା ମନ୍ଦିରରେ ତଥା ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes