ପ୍ରସନ୍ନ ପାଟ୍ଟଶାଣି ହେଲେ ଯୋଜନା ବୋର୍ଡ ସଦସ୍ୟ

ପୂର୍ବତନ ସାଂସଦ ଡ଼କ୍ଟର ପ୍ରସନ୍ନ ପାଟ୍ଟଶାଣିଙ୍କୁ ଆଜି ରାଜ୍ୟ ସରକାର ଯୋଜନା ବୋର୍ଡ ସଦସ୍ୟ ଭାବେ ନିଯୁକ୍ତ କରିବା ସହ କ୍ୟାବିନେଟ ରାଙ୍କ ପ୍ରଦାନ କରିଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes