ବାଲେଶ୍ଵର ଜିଲ୍ଲା ଜଳେଶ୍ୱରର ଏକ ହୋଟେଲ୍ରେ ଡିଲ୍ ବେଳେ ସାଇବର ଟିମ୍ ଓ ମେରାଇନ୍ ପୁଲିସ ଚଢ଼ାଉ କରି ପଶ୍ଚିମବଙ୍ଗ ଦୀଘାର ଜଣେ ମହିଳା ସମେତ ୧୦ ଜଣ ଦଲାଲଙ୍କୁ ଗିରଫ କରିଛନ୍ତି।
ଷ୍ଟାଫ ସିଲେକ୍ସନ ପରିଚାଳିତ CGL ପରୀକ୍ଷା ପାଇଁ ଡିଲ୍ ବେଳେ ଚଢ଼ାଉ ହୋଇଥିଲା। ୬ଟି କାର୍, ଗୋଟିଏ ବସ୍ ଜବତ ହୋଇଛି। କିଙ୍ଗପିନ୍ ଭୁବନେଶ୍ୱରର ବୋଲି ସୂଚନା ମିଳିଛି।