ଆଜି ସିଡ଼ାକ ପରିସରରେ ଥିବା ସେମିନାର ଗୃହରେ ହସ୍ତଶିଳ୍ପ ପ୍ରଶିକ୍ଷକଙ୍କ ଏକ ତାଲିମ କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି l କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ 30 ଜଣ ଶିଳ୍ପୀ ଯୋଗ ଦେଇଥିବା ବେଳେ ହସ୍ତଶିଳ୍ପ ନିର୍ଦ୍ଦେଶକ ଶ୍ୟାମଭକ୍ତ ମିଶ୍ର ଏହାକୁ ଉଦଘାଟନ କରିଥିଲେ l

Credible Local News of Odisha