ପ୍ରଶାସନ ମୋ ସହ ଆଲୋଚନା କରିବା କଥା : ଶଙ୍କରାଚାର୍ଯ୍ୟ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣକୁ ନେଇ ବାଦବିବାଦ ଚାଲିଥିବା ବେଳେ ଶଙ୍କରାଚାର୍ଯ୍ୟ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ପ୍ରକଳ୍ପ ନିର୍ମାଣ ପୂର୍ବରୁ ତାଙ୍କ ସହ ପ୍ରଶାସନ ଆଲୋଚନା କରିଥିଲେ ଭଲ ହୋଇଥାନ୍ତା l

ଏଭଳି ନିର୍ମାଣ ଦ୍ୱାରା ଶ୍ରୀମନ୍ଦିରର ଯେପରି କିଛି କ୍ଷତି ଏ ହେବ ତାହା ଦେଖିବା ଉଚିତ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes