ଗାନ୍ଧିମାର୍ଗରେ ଧାରଣା ଲାଗି ଶିକ୍ଷକ ସଂଘକୁ ଅନୁମତି ନ ମିଳିବା ପ୍ରସଙ୍ଗରେ ପ୍ରଶାସନର ନିଷ୍ପତ୍ତିକୁ ନିନ୍ଦା କରିଛି ସଂଘ।
ପ୍ରଦର୍ଶନୀ ପଡ଼ିଆରେ ଆଜି ଷ୍ଟିୟରିଂ କମିଟିର ବୈଠକ କରିବୁ, ବୈଠକର ନିଷ୍ପତ୍ତି ଅନୁସାରେ ପରବର୍ତ୍ତୀ ପଦକ୍ଷେପ ନେବୁ, ଚୁକ୍ତିଭିତ୍ତିକ ନିଯୁକ୍ତି ଉଚ୍ଛେଦ, ଗ୍ରେଡ୍ ପେ ଓ ପେନସନ ଦାବି ଜାରି ରହିବ ବୋଲି କହିଛି ସଂଘ।