ଭାରତ ସରକାରଙ୍କ ଅଧିନସ୍ଥ ୟୁସିଆଇଏଲର ସ୍ଵାଧୀନ ନିର୍ଦ୍ଦେଶକ ଭାବେ ନୂତନ ଦାୟିତ୍ବ ପାଇଥିବା କର୍ଣ୍ଣଲ ପ୍ରଭାତ ପଣ୍ଡାଙ୍କୁ ସମ୍ବଲପୁର ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ତରଫରୁ ଆଜି କଚେରି ରୋଡ ସ୍ଥିତ ଭାରତୀୟ ଜନତା ପାର୍ଟି କାର୍ଯ୍ୟାଳୟରେ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା।
Credible Local News of Odisha