ଓଡ଼ିଶା ପୁରୁଷ କ୍ରିକେଟ୍ ଟିମ୍ର ମୁଖ୍ୟ କୋଚ୍ ଭାବେ ନିଯୁକ୍ତ ହୋଇଛନ୍ତି। ୨୦୨୬-୨୭ ସିଜିନ୍ ପାଇଁ ଦାୟିତ୍ୱ ସମ୍ଭାଳିବେ ପୂର୍ବତନ ରଣଜୀ ଖେଳାଳି ପ୍ରଭଞ୍ଜନ। ପ୍ରଭଞ୍ଜନ ପୂର୍ବରୁ ୧୯ ବର୍ଷରୁ କମ୍ କ୍ରିକେଟ୍ ଟିମ୍ର ମୁଖ୍ୟ କୋଚ୍ ଥିଲେ। ସେ ୮୮ଟି ପ୍ରଥମ ଶ୍ରେଣୀ ଓ ୫୬ଟି ଲିଷ୍ଟ A ମ୍ୟାଚ୍ ଖେଳିଛନ୍ତି।
ସେହିପରି ଓଡ଼ିଶା କ୍ରିକେଟ୍ ଏକାଡେମୀର ବୈଷୟିକ ନିର୍ଦ୍ଦେଶକ ହୋଇଛନ୍ତି ଶାନ୍ତନୁ ଘୋଷ।