ପ୍ରବଳ ବର୍ଷା ସହିତ ପବନ; ଚାରି ଆଡ଼େ ଜଳ ପୂର୍ଣ୍ଣ

ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡ ଉଦଳା ବ୍ଲକ ଆଡାଘୁଟୁ, ମୁଶାଖାଇ, ବଡ଼ସିଙ୍ଗାରିଆ ଆଦି ଅଞ୍ଚଳରେ ପ୍ରବଳ ବର୍ଷା ସହିତ ପବନ ମଧ୍ୟ ହୋଇଛି ।

ଫଳରେ କେତେକାଂଶ ସ୍ଥାନରେ ଛୋଟ ବଡ଼ ଗଛ ଓ ଡାଳ ଆଦି ଭାଙ୍ଗି ଯାଇଛି । ବିଦ୍ୟୁତ ସେବା ମଧ୍ୟ ବନ୍ଦ ରହିଛି । ରାସ୍ତା ଘାଟ ଜଳରେ ପରିପୂର୍ଣ୍ଣ ଦେଖାଯାଉଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes