ପ୍ରବଳ ବର୍ଷା : ସମାକୋଇ ପୋଲ ଉପରେ ପ୍ରବାହିତ ହେଉଛି ପାଣି

କେନ୍ଦୁଝର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ନଦୀ ନାଳ ରେ ଜଳ ସ୍ତର ବଢୁଛି। ଫଳରେ ଜନଜୀବନ ବ୍ୟତିବ୍ୟସ୍ତ ହୋଇ ପଡ଼ିଛି। ତେଲକୋଇ ଅଞ୍ଚଳରେ ଗତ ୨୪ ଘଣ୍ଟାରେ ୮୬.୦୪ ମିମି ବର୍ଷା ରେକର୍ଡ ହୋଇଛି।

ଫଳରେ ସମକୋଇ ନଦୀର ଜଳ ସ୍ତର ବଢ଼ୁଥିବା ବେଳେ ଘୁରୁଡିଆ ନାଳ ପୋଲ ଉପରେ ବନ୍ୟାଜଳ ପ୍ରବାହ ଯୋଗୁଁ ଯାତାୟତ ବ୍ୟାହତ ହେଉଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes