ପ୍ରବଳ ବର୍ଷା ହେଉଥିଲେ ମଧ୍ୟ ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ସହରରେ ପାଳନ ହେଲା ଝୁଲଣ ଯାତ୍ରା l ଝୁଲଣ ଯାତ୍ରା ପାଇଁ ସହରରେ ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିବାବେଳେ, ବର୍ଷାରେ ଭିଜି ଭିଜି ରାଧାକୃଷ୍ଣଙ୍କର ଏହି ଝୁଲଣ ଯାତ୍ରାକୁ ଉପଭୋଗ କରୁଛନ୍ତି ଭକ୍ତ ଓ ଶ୍ରଦ୍ଧାଳୁ l

Credible Local News of Odisha