ପ୍ରବଳ ବର୍ଷା ଯୋଗୁଁ ରାସ୍ତା ଉପରେ ପାଣି, ଯାତାୟାତ ବାଧାପ୍ରାପ୍ତ

କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରରେ ଆଜି ପ୍ରବଳ ବର୍ଷା ଯୋଗୁଁ ବିଭିନ୍ନ ଗଳିକନ୍ଦି ରାସ୍ତା ଉପରେ ପାଣିର ସୁଅ ଛୁଟୁଥିବାରୁ ଯାତାୟତରେ ବାଧାପ୍ରାପ୍ତ ଘଟିଛି ।

ବିଶେଷ କରି ଦେଖିବାକୁ ମିଳିଛି ଓଡ଼ିଶା ଜୀବିକା ମିଶନ ଓ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ରାସ୍ତାରେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes