ପ୍ରଫେସର ଶୁକଦେବ ଭୋଇ ହେଲେ ଧାନବାଦ ବିଶ୍ଵବିଦ୍ୟାଳୟ କୁଳପତି

ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ବିଶିଷ୍ଟ ଓଡ଼ିଆ ଶିକ୍ଷାବିତ ପ୍ରଫେସର ଶୁକଦେବ ଭୋଇଙ୍କୁ ଝାଡ଼ଖଣ୍ଡ ରାଜ୍ୟର ଧାନବାଦ ବିଶ୍ଵବିଦ୍ୟାଳୟ କୁଳପତି ଭାବେ ନିଯୁକ୍ତ କରାଯାଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version