ପ୍ରଫେସର ବିଭୂତି ଭୂଷଣ ବିଶ୍ବାଳ ଓୟୁଟିଆରର କୁଳପତି

ଓଡ଼ିଶା ୟୁନିଭରସିଟି ଅଫ ଟେକନାେଲୋଜି ଆଣ୍ଡ ରିସର୍ଚ୍ଚ (ଓୟୁଟିଆର)ର କୁଳପତି ଭାବେ ପ୍ରଫେସର ବିଭୂତି ଭୂଷଣ ବିଶ୍ବାଳଙ୍କୁ ନିଯୁକ୍ତି ଦେଇଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ।

ପ୍ରଫେସର ବିଶ୍ବାଳ ଏବେ ମେଘାଳୟ ଆଇଆଇଟିର ନିର୍ଦ୍ଦେଶକ ଅଛନ୍ତି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes