ପ୍ରଧାନ ଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ଆଜି ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ମହଦା ପଞ୍ଚାୟତର କୁମରକେଲି ସ୍ଥିତ ଭୀମ ଭୋଇ ଜନ୍ମଗ୍ରାମ ହାଇସ୍କୁଲର ପ୍ରଧାନ ଶିକ୍ଷକ ମନରୁଚି ଭୋଇଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି ।

ଏହି ଅବସରରେ ଆୟୋଜିତ ସଭାରେ ସ୍କୁଲ ପରିଚାଳନା କମିଟୀର ସଭାପତି ପ୍ରମୋଦ ପୂର୍ଣ୍ଣାନନ୍ଦ ଦାଶ ପୌରୋହିତ୍ୟ କରିଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes