ପ୍ରଧାନଶିକ୍ଷୟିତ୍ରୀ ଜ୍ୟୋସ୍ନାରାଣୀ ମିଶ୍ରଙ୍କ ଅବସର ଗ୍ରହଣ

ତାଳଚେର ବ୍ଳକ କୁକୁଡୁଲା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷୟିତ୍ରୀ ଜ୍ୟୋସ୍ନାରାଣୀ ମିଶ୍ର ଆଜି ଅବସର ଗ୍ରହଣ କରିଛନ୍ତି l

ଶ୍ରୀମତୀ ମିଶ୍ର ଘଣ୍ଟପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ତାରିଖ ୩୦.୧୨.୧୯୮୩ ନିଜ ଶିକ୍ଷକତା ଆରମ୍ଭ କରିଥିବା ବେଳେ ଆଜି ତା ୩୧.୫.୨୦୨୨ରିଖରେ ଅବସର ନେଇଛନ୍ତି। ସେ ତାଳଚେର ବ୍ଲକର ଘଣ୍ଟପଡା,ଦେଉଳବେଡା, ବାଘୁଆବୋଲ, ଟେଣ୍ଟୁଲେଇ, ତାଳଚେର ଟାଉନସ୍ଥିତ ନନ୍ଦରାମ ଓ କୁକୁଡୁଲା ଆଦି ସ୍କୁଲରେ ଶିକ୍ଷାଦାନ କରିଛନ୍ତି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes